Oracle Linux 6 କୁ , ଗୋଟିଏ ଲକ୍ଷ୍ଯ ସାଧନ ପ୍ରୟୋଗ ପ୍ଲାଟଫର୍ମ କିମ୍ବା IT ସଂଗଠନର ଫଳପ୍ରଦ ଆଭାସୀକରଣର ସ୍ଥାପନ ପାଇଁ ପ୍ରଭାବଶାଳୀ ହାର୍ଡୱେର ଉପଯୋଗିତା ଏବଂ ପରିଚାଳନା ପାଇଁ ନିସନ୍ଦେହରେ ଡେସ୍କଟପ ଭାବରେ ନିୟୋଜନ କରାଯାଇପାରିବ। Oracle Linux 6 ର ଉନ୍ନତ ଏବଂ କଠିନ ପ୍ରତିଷ୍ଠାନ ମୁକ୍ତ ଉତ୍ସ ସମ୍ପ୍ରଦାୟ, ଅନୁଷ୍ଠାନ ସହଯୋଗୀ ଏବଂ Oracle Linux ସହିତ ମିଳିତ ଉଦ୍ଦ୍ୟମ ଫଳରେ ହାସଲ ହୋଇଛି। ଫଳସ୍ୱରୂପ ଏହା Oracle Linux ର ଏକ ଭରସାଯୋଗ୍ୟ ପ୍ଲାଟଫର୍ମ ଏବଂ ବିଶ୍ୱସ୍ତ ସହଯୋଗୀ ହୋଇଛି ଯାହାକି ଅନନ୍ୟ ଭାବରେ ଉଦ୍ଦ୍ୟଗର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଉପରେ ଲକ୍ଷ୍ଯ ରଖିଥାଏ।
Oracle Linux 6 ଟି ବହୁମୂଖି, ପରିସ୍ଥିତି ଅନୁରୂପ ଏବଂ ପରିଚାଳନା ଯୋଗ୍ୟ ଅଟେ। ଏହାକୁ ହୁଏତଃ ସିଧାସଳଖ ଭାବରେ ଅଧିକାଂଶ ଆଭାସୀ ପ୍ଲାଟଫର୍ମରେ ଅତିଥି ଭାବରେ କିମ୍ବା Microsoft Windows ସହିତ ପାରସ୍ପରିକ କ୍ରିୟାତ୍ମକ ଭାବେ ଆଭାସୀ ହୋଷ୍ଟ ଭାବରେ ଗୋଟିଏ ତନ୍ତ୍ରରେ ନିୟୋଜନ କରାଯାଇପାରିବ।
ଅଧିକ ସୂଚନା ପାଇବା ପାଇଁ Oracle Linux ଉତ୍ପାଦନ ପୃଷ୍ଠା କୁ ପରିଦର୍ଶନ କରନ୍ତୁ।
ପ୍ରକାଶନରେ ଅଦ୍ୟତିତ ସୂଚନା ପ୍ରଦାନ କରିଥାଏ।
ମୂଲ୍ୟବାନ ବିଷୟବସ୍ତୁକୁ ଅଭିଗମ୍ୟ କରିବା ପାଇଁ କେନ୍ଦ୍ରିୟ ଅବସ୍ଥାନ, ଜ୍ଞାନ ଆଧାରକୁ ସନ୍ଧାନ କରନ୍ତୁ ଏବଂ ସମର୍ଥନ ସମସ୍ୟାକୁ ପରିଚାଳନା କରନ୍ତୁ।
Oracle Linux ସମ୍ପର୍କୀୟ ଏବଂ ଅନ୍ୟାନ୍ୟ Oracle Linux ପ୍ରଦତ୍ତ ଦଲିଲିକରଣ ପ୍ରଦାନ କରିଥାଏ।
ତନ୍ତ୍ରଗୁଡ଼ିକୁ ନିପୁଣ ଭାବରେ ପରିଚାଳନା କରିବା ପାଇଁ ୱେବ-ଆଧାରିତ ପ୍ରଶାସନ ଅନ୍ତରାପୃଷ୍ଠ।